ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଣପର୍ବ ନୂଆଁଖାଇ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂଆଁଖାଇ ପାଇଁ ଜୁହାର। ମା’ ସମଲେଇଙ୍କ କୃପା ଆପଣ ସମସ୍ତଙ୍କ ଉପରେ ବର୍ଷୁଥାଉ। ଓଡ଼ିଶାବାସୀଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ବୋଲି ମୁଁ ଗୁହାରି କରୁଛି। ଜୟ ମା’ ସମେଲଶ୍ବରୀ ବୋଲି କହିଛନ୍ତି ନବୀନ ।






More Stories
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..
୧୮ରୁ ଖୋଲିବ ସ୍କୁଲ୍….