ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ । ଏନେଇ ସୋମବାର ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ୨୦୨୩-୨୪ରେ ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ ବୋଲି ଏକ୍ସରେ ଶେୟାର କରିଛନ୍ତି ନବୀନ ପଟ୍ଟନାୟକ । ନୀତି ଆୟୋଗଙ୍କ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି ।
More Stories
ରାଜ୍ୟସ୍ତରୀୟ ପରେଡ୍ ପାଇଁ କଡ଼ା ସୁରକ୍ଷା…..
କାମ ନ କଲେ ବିଦା ହେବାକୁ ପ୍ରସ୍ତୁତ ରୁହ……
ପୋଲିସ ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ…..