ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ । ଏନେଇ ସୋମବାର ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ୨୦୨୩-୨୪ରେ ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ ବୋଲି ଏକ୍ସରେ ଶେୟାର କରିଛନ୍ତି ନବୀନ ପଟ୍ଟନାୟକ । ନୀତି ଆୟୋଗଙ୍କ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..