ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଟ୍ ୟୁଜି ପ୍ରବେଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି। ମଧ୍ୟ ରାତ୍ରରେ ନ୍ୟସନାଲ ଟେଷ୍ଟିଂ ଏଜେନ୍ସି ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି ନିଟ୍। ପରୀକ୍ଷାରେ ଉନ୍ନୀତ ଛାତ୍ରଛାତ୍ରୀ ଏମବିବିଏସ ମେଡିକାଲ ସିଟ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଟପର ହୋଇଛନ୍ତି ରାଜସ୍ଥାନର ଝିଅ ତନିସ୍କା , ମୋଟ ୭୨୦ରୁ ସେ ୭୧୫ ରଖିଛନ୍ତି । ତାଙ୍କ ପଛକୁ ଦିଲ୍ଲୀର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ରହିଛନ୍ତି । ପ୍ରକାଶ ପାଇଥିବା ଟପ୍ ୫୦ ତାଲିକାରେ ୨୦ ଛାତ୍ରୀ ରହିଛନ୍ତି । ଟପ୍ ୫୦ ଜଣ ଛାତ୍ରଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..