ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରୟତୀ ବଂଶୋଭବ ହେବେ ୟୁଟ୍ୟୁବର ସିଇଓ । ୟୁ-ଟ୍ୟୁବ୍ର ସିଇଓ ସୁସାନ୍ ବୋଜିକି ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତି ସିଇଓ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ୯ ବର୍ଷ ଧରି ୟୁ-ଟ୍ୟୁବ୍ର ସିଇଓ ପଦରେ ରହିବା ପରେ ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡ଼ିଛନ୍ତି ସୁସାନ୍ । ଭାରତୀୟ ବଂଶୋଭବ ନୀଳ ଜଣେ ଆମେରିକାନ୍ ଟେକ୍ ଜିଆଣ୍ଟ । କାଲିଫୋର୍ଣ୍ଣିଆସ୍ଥିତ ଷ୍ଟାଟଫୋଡ୍ ୟୁନିଭର୍ସିଟିରୁ ଇଲେକଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ମାଇକ୍ରୋସଫ୍ଟରେ ଇଣ୍ଟନସିପ୍ କରିଥିଲେ ନୀଲ ମୋହନ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….