ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । ନିଶା ନିବାରଣ କେନ୍ଦ୍ରରେ ତାଙ୍କ ପରିବାର ଲୋକ ନିଶା ଛାଡିବା ପାଇଁ ଛାଡି ଥିଲେ । ତିନି ତଳେ ସେ ନିଶା ନିବାରଣ କେନ୍ଦ୍ରକୁ ଛାଡିଥିଲେ । ଏହାପରେ ୪୦ ହଜାର ଟଙ୍କା ଦେଇଥିଲେ । ଯୁବକ ଜଣଙ୍କର ଘର ଝରଣା ସାହିର । ନିଶା ନିବାରଣ କେନ୍ଦ୍ର କର୍ମଚାରୀ ଏବଂ ମାଲିକ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।






More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..