ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ଟିକାକରଣ କ୍ଷେତ୍ରରେ ଓଡ଼ିଶା ପାଇଛି ଆଉ ଏକ ଉଲ୍ଲେଖନୀୟ ସଫଳତା। ରାଜ୍ୟରେ ମୋଟ କରଣ ୫ କୋଟି ଅତିକ୍ରମ କରିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମୋଟ ୫ କୋଟି ୫୬ ହଜାର ୩୧୧ପାନ ଟିକାଦାନ କରାଯାଇଛି। ୨ କୋଟି ୯୨ ଲକ୍ଷ ୪୨ ହଜାର୨୦୭ ଜଣଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୨ କୋଟି ୮ ଲକ୍ଷ ୧୪ ହଜାର ୧୦୪ ଜଣଙ୍କୁ ୨ୟ ପାନ ଟିକା ଦିଆଯାଇଛି । ଏହି ସଫଳତା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ କୋଭିଡ ଯୋଦ୍ଧା, ସ୍ବାସ୍ଥ୍ୟ ସେବା କର୍ମଚାରୀ ଓ ଆଗଧାଡିର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।






More Stories
ପ୍ରବଳ ବର୍ଷାର ସମ୍ଭାବନା…..
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..