Report Card Odisha

| Daily Odia News

ବଜ୍ରାଘାତରେ,୧ ମୃତ,୭ ଆହତ…..

ରିପୋର୍ଟ କାର୍ଡ / କୋରାପୁଟ

ବଜ୍ରାଘାତରେ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ୍‌ ଅନ୍ତର୍ଗତ ସିଲପଡ଼ା ଗାଁରେ ଘଟଣା ଏଭଳି ଅଘଟଣ। ମୃତକ ଜଣେ ମହିଳା ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଏକ ଦେଢ଼ ବର୍ଷର ଶିଶୁ ରହିଥିବା ସୂଚନା ମିଳିଛି।

Breaking News