ରିପୋର୍ଟ କାର୍ଡ / ପଦ୍ମପୁର
ସରିଲା ପଦ୍ମପୁର ନିର୍ବାଚନ ମତଦାନ। ପଦ୍ମପୁର ଆରଏମସିରେ ଇଭିଏମ ରଖିବାର ବ୍ୟବସ୍ଥା ହୋଇଛି | ସନ୍ଧ୍ୟା ୫ଟା ସୁଦ୍ଧା ୭୫.୮୯% ମତଦାନ ହୋଇଛି|ସେଥିପାଇଁ ଦ୍ଵି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ୧୦ ଜଣ ପ୍ରାର୍ଥୀ ଭାଗ୍ୟ ଏଭିଏମ ମେସିନଭିତରେ ରହିଛି | ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଭୋଟ ଗ୍ରହଣ । ଆସନ୍ତା ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ | ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇ ଅପରାହ୍ଣ ୪ଟାରେ ଶେଷ ହୋଇଛି। ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍ ବୁଥ୍ ରହିଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୨୦୧୯ରେ ନିର୍ବାଚନରେ ୭୯.୦୫ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଏଥର ତାହାଠାରୁ ଅଧିକ ଭୋଟିଂ ହେବ ବୋଲି ଆଶା କରାଯାଉଛି | ପଦ୍ମପୁର ଆରଏମସିରେ ଇଭିଏମ ରଖିବାର ବ୍ୟବସ୍ଥା ହୋଇଛି | ସେଥିପାଇଁ ଦ୍ଵି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି |






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..