ରିପୋର୍ଟ କାର୍ଡ / କୋରାପୁଟ
ଜୟପୁର ଛତ୍ରିପୁଟ ନିକଟରେ ପାସେଞ୍ଜର ଟ୍ରେନ ଲାଇନ୍ଚ୍ୟୁତ ହୋଇଛି | ଟ୍ରେନର ୫ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ବିଶାଖାପାଟଣା ଠାରୁ କିରୁଣ୍ଡଲ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । କୌଣସି କ୍ଷୟକ୍ଷତି ନେଇ ହୋଇ ନଥିବା ଜଣାପଡ଼ିଛି।
More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……