ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାନ ଫୁଟବଲ୍ ଖେଳାଳୀ ପେଲେଙ୍କର ପରଲୋକ ଘଟିଛି | ୮୨ ବର୍ଷ ବୟସରେ ପେଲେଙ୍କର ନିଧନ ହୋଇଯାଇଛି । କର୍କଟରେ ପୀଡିତ ଯୋଗୁଁ ସେ କିଛିଦିନ ଧରି ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ମାତ୍ର ୧୭ ବର୍ଷ ବୟସରେ ସେ ବ୍ରାଜିଲ ପାଇଁ ଖେଳି ପ୍ରଥମଥର ପାଇଁ ବିଶ୍ୱ କପ୍ ବିଜେତା ହୋଇଥିଲେ । ପେଲେ ୩ ଥର ବିଶ୍ୱକପ୍ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲେ । ପେଲେଙ୍କର ଝିଅ ନୈସିମଂଟୋ ତାଙ୍କର ମୃତ୍ୟୁ ବିଷୟରେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ।






More Stories
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ହକି ଇଣ୍ଡିଆକୁ କଡ଼ା ଚେତାବନୀ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….