ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ହେତୁ ଏହି ବର୍ଷ ୬,୮୬,୪୨,୯୯୯ ଟନ ଅତିରିକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଟିରେ ମିଶିଯିବ। କିନ୍ତୁ ୨୦୪୦ ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ ତିନିଗୁଣ ବୃଦ୍ଧି ପାଇବ। ୨୦୨୩ରେ ଉତ୍ପାଦନ ହେବାକୁ ଥିବା ୧୫୯ ନିୟୁତ ଟନ ପ୍ଲାଷ୍ଟିକ ମଧ୍ୟରୁ ୪୩ ପ୍ରତିଶତ ପ୍ରଦୂଷଣ ସୃଷ୍ଟି କରିବ। ସ୍ବିସ ଅନୁସନ୍ଧାନ ପରାମର୍ଶଦାତା ଆର୍ଥ ଆକ୍ସନ ଅନୁଯାୟୀ, ଚାଇନା, ବ୍ରାଜିଲ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଋଷିଆ, ମେକ୍ସିକୋ, ଆମେରିକା, ସାଉଦି ଆରବ, କଙ୍ଗୋ, ଇରାନ ଏବଂ କାଜାଖସ୍ତାନ ସହିତ ଭାରତ ମଧ୍ୟ ସାମିଲ ଅଛି ଯାହା ଦୁନିଆରେ ହେଉଥିବା ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ଅଟେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….