ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁଲାଇ ୨୦ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ କରିପାରିବେ | ଏନେଇ ଆଜି ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ସାମ୍ସ ପୋଟାର୍ଲରେ ନାମଲେଖା ପାଇଁ ଆବେଦନ କରିପାରିବେ । ‘ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରି ନାହିଁ । ଆବଶ୍ୟକ ହେଲେ ଆବେଦନ ତାରିଖ ଘୁଞ୍ଚାଯିବ । ସିଟ୍ ସମସ୍ୟା ଦେଖା ଦେଲେ ଆବଶ୍ୟକ ସ୍ଥଳେ ସିଟ୍ ବଢ଼ାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।






More Stories
ପ୍ରବଳ ବର୍ଷାର ସମ୍ଭାବନା…..
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..