ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡିଶାରେ ୨୦୨୩ ହକି ବିଶ୍ୱକପ୍ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରତିଯୋଗିତା କ୍ରୀଡ଼ାବିତଙ୍କ ଉତ୍ସାହକୁ ଆହୁରି ଦୃଢ଼ କରିବ ଏବଂ ହକି ଖେଳକୁ ଲୋକପ୍ରିୟ କରିବ। ସେ କହିଛନ୍ତି ଯେ ଏହି ବିଶ୍ୱକପ ଆୟୋଜନ କରି ଭାରତ ଗର୍ବିତ।






More Stories
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..
ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର…..