ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହୋଇଥିବା ମାମଲାର ସତ୍ୟତା ଯାଞ୍ଚ କରିବ ପୋଲିସ | ଏନେଇ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭୁବନେଶ୍ୱରର ବିଭିନ୍ନ ଥାନାରେ ହୋଇଥିବା ଏତଲା ପଛର କାରଣ ଖୋଜିବ କମିଶନରେଟ ପୋଲିସ । ବର୍ଷାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ଅଭିଯୋଗ ପଛର କାରଣ ଖୋଜିବ। ଚନ୍ଦ୍ରଶେଖରପୁର ଥାନାରେ ଦିଆଯାଇଥିବା ଏତଲା ମିଛ ଓ ଭିତ୍ତିହୀନ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି । ଏହାସହ ଚନ୍ଦ୍ରଶେଖରପୁର ଥାନାରେ ମହିଳା ଜଣକ ଦେଇଥିବା ଏତଲାର ଆଉ ଅଗ୍ରଗତି ଚାହୁଁନାହାନ୍ତି ବୋଲି ଲିଖିତ ଭାବେ ପୋଲିସକୁ ଜଣେଇଥିବା ଜଣାପଡିଛି |






More Stories
ଲାଞ୍ଚ ନେଉଥିବାବେଳେ ସିବିଆଇ ଚଢ଼ାଉ……
ଝଡବର୍ଷା ସମ୍ଭାବନା: ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି…..
ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ…..