ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଦ୍ ନୁହେଁ ବିପଦପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପରିବର୍ତ୍ତନ ଆଣିବାର ପ୍ରୟାସ କରିଥାନ୍ତି | ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ପ୍ରକାଶ କରିଛନ୍ତି। ରାଜନୀତିରେ ପ୍ରଧାନମନ୍ତ୍ରୀଙ୍କ ୨୦ ବର୍ଷ ପୂରଣ ହେବା ଅବସରରେ ଏକ ସାକ୍ଷାତ୍କାରରେ ଶାହା ଏଭଳି କହିଛନ୍ତି। ଗୁଜରାଟରେ ଭାଜପାର ସ୍ଥିତି ଦୁର୍ବଳ ଥିଲା। ପ୍ରଧାନମନ୍ତ୍ରୀ ସେଠାରେ ଭାଜପାର ଦୁର୍ଗ ନିର୍ମାଣ କରିଛନ୍ତି। ସମସ୍ତଙ୍କ କଥା ଧର୍ଯ୍ୟର ସହ ଶୁଣିବା ପରେ ମୋଦି ନିିର୍ଣ୍ଣୟ ନେଇଥାନ୍ତି। ଜଣେ ସାଧାରଣ ଲୋକଙ୍କ କଥା ମଧ୍ୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ସେ ସମସ୍ତେ କହି ସାରିବା ପରେ ବହୁ ଭାବିଚିନ୍ତି ନିଷ୍ପତ୍ତି ଗ୍ରହଣ କରୁଥିବା ଶାହା କହିଛନ୍ତି।






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..