ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଲୋକପ୍ରିୟ ପଞ୍ଜାବ କଣ୍ଠଶିଳ୍ପୀ ନୀରବରୀ ସିଂହ। ମେଲବର୍ଣ୍ଣ ନିକଟ ବୁଲ୍ଲା-ଡିଗର୍ସ ରେଷ୍ଟ ରୋଡ ନିକଟରରେ ଏହି ଘଟଣା ଘଟିଥିଲା। ଶ୍ରୀ ସିଂହ କାରରେ ଯାଉଥିବା ବେଳେ ଗୋଟିଏ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସେହିପରି ସେଡାନ କାରଟି ଆଉ କିଛି ଗାଡ଼ିକୁ ମଧ୍ୟ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୪୨ ବର୍ଷୀୟ ଶ୍ରୀ ସିଂହଙ୍କ କାର ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି । ସେହିପରି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି |






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପରଲୋକରେ ପ୍ରଦୀପ ରାୱତ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..