ରିପୋର୍ଟ କାର୍ଡ / ପୁରୀ
ପୁରୀରେ ଆଉ ଏକ ବ୍ଲୁ-ଫାଗ୍ ବିଚ୍କୁ ବିରୋଧ । ଚକ୍ରତୀର୍ଥ ରୋଡ୍ ବେଳାଭୂମିକୁ ବ୍ଲୁ-ଫାଗ୍ ନିର୍ମାଣକୁ ବିରୋଧ କରିଛନ୍ତି ବ୍ୟବସାୟୀ । ସମୁଦ୍ର କୂଳରେ ବ୍ୟବସାୟ କରୁଥିବା ଶହ ଶହ ଦୋକାନୀ ଓ ବୁଲା ବିକାଳି ଏକତ୍ରିତ ହୋଇ ଗତ ଦୁଇ ଦିନରୁ ଧାରଣାରେ ବସିଛନ୍ତି । କୌଣସି ମତେ ଚକ୍ରତୀର୍ଥ ବିଚ୍କୁ ବ୍ଲୁ-ଫାଗ୍ କରିବାକୁ ଦିଆଯିବନି ବୋଲି ସେମାନେ ଜିଦ୍ ଧରି ବସିଛନ୍ତି ଲୋକେ ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….