ରିପୋର୍ଟ କାର୍ଡ / ପୁରୀ
ପୁରୀ ସ୍ବର୍ଗଦ୍ବାର ମାଛ ମାର୍କେଟରେ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଏହା ପରବର୍ତ୍ତି ସମୟରେ ଗଣ୍ଡଗୋଳର ରୂପ ନେଇଥିଲା। ଏହାପରେ ସେଠାରେ ବୋମାମାଡ଼ କରାଯାଇଥିଲା। ଜମି ଦଖଲ ଏବଂ ଦାଦାବଟି ଆଦାୟକୁ ନେଇ ବୋମାମାଡ ହୋଇଥିବା ସୂଚନା ମିଳିଛି।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..