ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ସୈନ୍ୟ ବାହିନୀରେ କାର୍ଯ୍ୟରତ ସମସ୍ତ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇବା ଲାଗି ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ରିପୋର୍ଟ ଅନୁଯାୟୀ ଟ୍ରମ୍ପ ହ୍ବାଇଟହାଉସ୍କୁ ଆସିବା ମାତ୍ରେ ଏ ସମ୍ପର୍କିତ ନିଷ୍ପତ୍ତି ନେବେ । ଏପରିକି ଜାନୁଆରୀ ୨୦ରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ଏହି ନିଷ୍ପତ୍ତି ସମ୍ପର୍କିତ ନିର୍ଦେଶନାମାରେ ସ୍ବାକ୍ଷର କରିବେ । ଆମେରିକା ସେନାରେ ଏବେ ପ୍ରାୟ ୧୫,୦୦୦ ଟ୍ରାନ୍ସଜେଣ୍ଡର କାର୍ଯ୍ୟ କରୁଛନ୍ତି । ଏହି ଟ୍ରାନ୍ସଜେଣ୍ଡରଙ୍କୁ ସେନାରେ କାର୍ଯ୍ୟ କରିବା ଲାଗି ଅଯୋଗ୍ୟ ଘୋଷଣା କରାଯିବ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..