ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିମ୍ ଇଣ୍ଡିଆର ଖେଳାଳୀ ଋଷଭ ପନ୍ତଙ୍କର ଭୟଙ୍କର ସଡକ ଦୁର୍ଘଟଣା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ମୁଣ୍ଡ ଓ ମେରୁଦଣ୍ଡର ହାଡରେ କୌଣସି ଆଘାତ ଆସିନଥିବା ରିପୋର୍ଟରୁ ଜଣାପଡିଛି। ଋଷଭ ମୁହଁର ପ୍ଲାଷ୍ଟିକ ସର୍ଜରୀ ସଫଳତାର ସହ ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ତେଣୁ କ୍ଷତ ସ୍ଥାନରେ ସର୍ଜରୀ କରାଯାଇଛି। ତାଙ୍କ ଆଣ୍ଠୁ ଓ ଗୋଡର ବାକି ଥିବା ପରୀକ୍ଷା କରାଯିବା ପରେ କି କି ଚିିକିତ୍ସା ଆବଶ୍ୟକ ତାହା ଜଣାପଡିବ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..