ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ପୁର୍ନଗଠନ କରିଛନ୍ତି । ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସଦସ୍ୟ ଭାବେ ସାମିଲ ହୋଇଛନ୍ତି | ବରଗଡ଼ ଜିଲ୍ଲା ପଦମପୁରର ପ୍ରିତମ ମେହେର ଓ ଭବାନୀପାଟଣାର ଗୋବର୍ଦ୍ଧନ ଦାସଙ୍କୁ ବେସରକାରୀ ସଦସ୍ୟ ଭାବେ ସାମିଲ କରାଯାଇଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡରେ ମୋଟ ୯ଜଣଙ୍କୁ ସାମିଲ କରାଯାଇଛି । ବୋର୍ଡର ଅଧ୍ୟକ୍ଷଙ୍କ ସମେତ ଆବାହକ ସଦସ୍ୟ ଭାବେ ରାଜ୍ୟ ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..