ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
୨୦୨୨-୨୩ ବର୍ଷ ପାଇଁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି | ଏଥିରେ ୩ଜଣ ଓଡ଼ିଆଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି । ୨୦୨୨ବର୍ଷରେ ଓଡ଼ିଶୀ ନୃତ୍ୟ ପାଇଁ ନିରଞ୍ଜନ ରାଉତଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୨୦୨୩ ବର୍ଷ ପାଇଁ ୨ଜଣ ଓଡ଼ିଆ ପୁରସ୍କାର ଜିତିଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟରେ ସ୍ନେହପ୍ରଭା ସାମନ୍ତରାୟ ଏବଂ ଓଡ଼ିଶୀ ସଂଗୀତରେ ସଙ୍ଗିତା ଗୋସାଇଁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..