ରିପୋର୍ଟ କାର୍ଡ / ମାଲକାନଗିର
ବିଜେଡିରୁ ବହିସ୍କୃତ ସସ୍ମିତା ମାଝୀ ଗିରଫ ହୋଇଛନ୍ତି | ଚାକିରୀ ଦେବା ନାଁରେ ଠକେଇ ହେବା ପରେ ସସ୍ମିତାଙ୍କୁ ଗିରଫ କରାଯାଇଛି | ଗତ ତିନି ଦିନତଳେ ରମେଶ ଚନ୍ଦ୍ର ରାଉତଙ୍କୁ ମାଥିଲି ପୋଲିସ ଗିରଫ କରିଥିବା ବେଳେ ସସ୍ମିତା ମାଝୀ ଫେରାର ଥିଲେ। ଗତକାଲି ମାଥିଲି ପୋଲିସ ଜଗତସିଂହପୁରରୁ ସସ୍ମିତା ମାଝୀଙ୍କୁ ଗିରଫ କରି ମାଲକାନଗିରି ଆଣୁଛି। ଭିକେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ ଶ୍ରୀ ରାଉତ ମାଲକାନଗିରି ଜିଲ୍ଲାର ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ।






More Stories
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..
ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି……