ରିପୋର୍ଟ କାର୍ଡ / କଟକ
ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଆବେଦନ ଖାରଜ ହୋଇଛି | ସିସୋର ଚିଟଫଣ୍ଡ ଠକେଇ ମାମଲାରେ ତାଙ୍କ ଲିଙ୍କ ନେଇ ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ରବୀନ୍ଦ୍ର ଜେନା ଙ୍କ ବିରୋଧରେ ସିବିଆଇର ଏତଲା ଏବଂ ଚାର୍ଜସିଟ ଉଭୟକୁ ରଦ୍ଦ କରିବାକୁ ସେ କରିଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଦେଇଛନ୍ତି |






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……