ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ୱତୀଙ୍କ ୯୯ବର୍ଷ ବୟସରେ ପରଲୋକ ଘଟିଛି । ରବିବାର ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଶାରିରୀକ ଅସୁସ୍ଥତା କାରଣରୁ ଶଙ୍କରାଚାର୍ଯ୍ୟ ଶେଷ ନିଶ୍ୱରସ ତ୍ୟାଗ କରିଛନ୍ତି। ଆଜି ସ୍ୱରୂପାନନ୍ଦ ଙ୍କର ବିଧି ଅନୁଯାୟୀ, ଅନ୍ତିମ ସଂସ୍କାର କରାଯିବ। ଉଲ୍ଲେଖ ଯୋଗ୍ୟ- ୧୯୨୪ ସେମପ୍ଟେମ୍ବର ୨ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଦ୍ୱାରକା ଏବଂ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ଥିଲେ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..