ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି ବେହେରା ।ତୃତୀୟ ଦିନ ଲାଗି ସେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ଗତ ଦୁଇ ଥର ଇଡିରେ ହାଜରଥିଲେ | ଗତକାଲି ଖଗେଶ୍ବରଙ୍କ ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନଙ୍କୁ ଇଡି ପଚରାଉଚରା କରିବା ପରେ ତାଙ୍କଠାରୁ କିଛି ବିଶେଷ ତଥ୍ୟ ପାଇ ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରିଥିବା କୁହାଯାଉଛି।






More Stories
ମହିଳା ସରପଞ୍ଚଙ୍କ ସ୍ବର ଚାପିବାକୁ ଉଦ୍ୟମ ହେଉଛି….
ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ…..
ଜେଲ୍ ଗଲେ ଚାମେଲି ଓଝା…..