ରାଜ୍ୟ ୧୨ରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ …. Report Card Bureau June 7, 2024 ରିପୋର୍ଟ କାର୍ଡ / ମୟୁରଭଞ୍ଜବନ୍ଦ ହେବ ଶିମିଳିପାଳ। ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ। ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ନୋଟିସ୍ ମିଳିଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ବନ୍ଦ ରହିବ।Post navigationPrevious ରେପୋ ରେଟ୍ ଅପରିବର୍ତ୍ତିତ…..Next କଙ୍ଗନା ଙ୍କୁ ଚାପୁଡ଼ା ମାରିଥିବା CISF କନଷ୍ଟେବଲ ନିଲମ୍ବିତ….Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ଶ୍ରୀମନ୍ଦିର ଦର୍ଶନରେ ବଡ଼ ପରିବର୍ତ୍ତନ….. August 25, 2026 Report Card Bureau 1 min read ରାଜ୍ୟ ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ….. August 24, 2026 Report Card Bureau 1 min read ରାଜ୍ୟ ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ….. August 24, 2026 Report Card Bureau
More Stories
ଶ୍ରୀମନ୍ଦିର ଦର୍ଶନରେ ବଡ଼ ପରିବର୍ତ୍ତନ…..
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..