ରିପୋର୍ଟ କାର୍ଡ / ମୟୁରଭଞ୍ଜ
ପର୍ଯ୍ୟଟକଙ୍କ ପାଇଁ ସୋମବାର ଜାତୀୟ ଉଦ୍ୟାନ ଶିମିଳିପାଳ ବନ୍ଦ । ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ଓ ଘନ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ବନ୍ଦ କରାଯାଇଛି । ପାଗ ଶୁଖିଲା ହେବା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବ ବୋଲି ସୂଚନା ମିଳିଛି । ଏ ନେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସାଇ କିରନ ଡି.ଏନ. ସୂଚନା ଦେଇଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..