ରିପୋର୍ଟ କାର୍ଡ / ଭୁବନେଶ୍ୱର
ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜୀକରଣକୁ ସରକାର ସରଳ କରିଛନ୍ତି। ବାପା କିମ୍ବା ଜେଜେ ବାପାଙ୍କ ନାଁରେ ଜମି ଥିଲେ ବି ପୁଅ ଚାଷୀ ପଞ୍ଜୀକରଣ କରିପାରିବେ। ଯିଏ ଯେଉଁ ଜମିରେ ଚାଷ କରୁଥିବେ ସେତିକିରେ ପଞ୍ଜୀକରଣ କରିପାରିବେ। ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି, ଅନ୍ୟ ଭାଇ ସ୍ବୀକୃତିନାମା ଦେବେ। ସ୍ବୀକୃତିନାମା ଦେଇ ସବୁ ଜମି ପାଇଁ ପଞ୍ଜୀକଣ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଏହି ବଡ଼ ସୂଚନା ଦେଇଛନ୍ତି।






More Stories
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..