ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ତୃତୀୟଥର ପାଇଁ ଇଡ଼ିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା |ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ଉପରେ ତନାଘନା କରୁଛି ପବର୍ତ୍ତନ ନିର୍ଦ୍ଦେଶାଳୟ | ଏହି କ୍ରମରେ ଶ୍ରଦ୍ଧାଞ୍ଜଳି କୁ ନୋଟିସ କରିଥିଲା ଇଡି | ପୂର୍ବରୁ ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କୁ ଇଡି ଗିରଫ କରିସାରିଛି | ଆଗକୁ ମାମଲା କେଉଁ ମୁଡନେଉଛି ଦେଖିବାକୁ ରହିଲା |
More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..