ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦରେ ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜଙ୍କର ୨୧୬ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି’ର ଉଦ୍ଘାଟନ କରିବେ। ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ୧୦୦୦ତମ ଜନ୍ମ ବାର୍ଷିକୀରେ ଉଦ୍ଘାଟିତ ହେବାକୁ ଥିବା ଏହି ମୂର୍ତ୍ତି ପଞ୍ଚଧାତୁରେ ନିର୍ମିତ ଏବଂ ଏହା ବିଶ୍ବର ସବୁଠାରୁ ଉଚ୍ଚ ଧାତବ ମୂର୍ତ୍ତି ମଧ୍ୟରୁ ଅନ୍ୟତମ। ୫୪ ଫୁଟ ଉଚ୍ଚ ବିଶାଳ ଆଧାର ଭବନ ଉପରେ ଏହି ମୂର୍ତ୍ତି ସ୍ଥାପିତ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ‘ଫସଲ ଗବେଷଣା ପ୍ରତିଷ୍ଠାନ’ର ୫୦ ତମ ବାର୍ଷିକ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ମଧ୍ୟ ରହିଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..