ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସରୁଛି ଉପରାଷ୍ଟ୍ର ପତି ଭେଙ୍କେୟା ନାଇଡୁ ଙ୍କ କାର୍ଯ୍ୟକଳା | ଆସନ୍ତା କାଲି ଦେଶର ନୂଆ ଉପରାଷ୍ଟ୍ର ଭାବେ ଶପଥ ନେବେ ନଡିଏ ପାର୍ଥୀ ଜଗଦୀପ ଧନଖଡ଼ | ଉଲ୍ଲେଖ ଯୋଗ୍ୟ- ମିିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ର ପତି ନିର୍ବାଚନରେ ୩୪୬ ଖଣ୍ଡ ଭୋଟ୍ରେ ହରାଇଲେ ଧନଖଡ଼। ନିର୍ବାଚନରେ ଜଗଦୀପ ଧନଖଡ଼ଙ୍କୁ ୫୨୮ଖଣ୍ଡ ଭୋଟ ମିଳିଛି। ସେହିପରି ମାର୍ଗେରେଟ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଥିବା ମିଳିଥିଲା |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….