ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ
ତେଲୁଗୁ ଦେଶମ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦରୁ ସତ୍ୟନାରାୟଣ ମୁର୍ତ୍ତୀ ଗିରଫ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଏବଂ ମହିଳା ମନ୍ତ୍ରୀ ଆର.କେ ରୋଜାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୋଲିସ ଆଜି ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗୁଣ୍ଟୁର ପୋଲିସର ଏକ ଟିମ୍ ମୁର୍ତ୍ତୀଙ୍କ ବାସଭବନରେ ପହଞ୍ଚି ନୋଟିସ ଜାରି କରି ତାଙ୍କୁ ଗିରଫ କରିଛି। ଘରେ ପୋଲିସ ପହଞ୍ଚିବା ପରେ ବି ମୂର୍ତ୍ତୀ ଦୀର୍ଘ ସମୟ ପର୍ଯନ୍ତ କବାଟ ଖୋଲିନଥିଲେ। ଫଳରେ କବାଟ ଭାଙ୍ଗି ପୋଲିସ ତାଙ୍କୁ ଗିରଫ କରିଛି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..