ରିପୋର୍ଟ କାର୍ଡ / ଢେଙ୍କାନାଳ
କାନକ୍ଷାନଗର ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟ ନନ୍ଦ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରୁଛି । RWSSର ଅଧିକ୍ଷଣ ଯନ୍ତ୍ରୀ ଭାବେ ବିଜୟ କାର୍ଯ୍ୟ କରନ୍ତି। ବିଜୟଙ୍କ ଡିହଡୋଳ ସ୍ଥିତ ବାସଭବନ, ଭୁବନେଶ୍ୱର, ଢେଙ୍କାନାଳ ଓ ଅନୁଗୋଳରେ ଥିବା ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।






More Stories
ବିଧାୟକଙ୍କ ଦରମା ବୃଦ୍ଧି ବିଲକୁ ଖାରଜ ଦାବି କଲା ଯୁବ କଂଗ୍ରେସ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି…..