Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ତହସିଲଦାର…..

ରିପୋର୍ଟ କାର୍ଡ / ନୟାଗଡ

ଭିଜିଲାନ୍ସ ଜାଲରେ ଧରାପଡିଲେ ଆଉ ଜଣେ ଅଧିକାରୀ। ଆଜି ଗଣିଆ ଅତିରିକ୍ତ ତହସିଲଦାର ବନମାଳି ପରିଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ନିଜ ସରକାରୀ କ୍ୱାର୍ଟର୍ସରେ ବାଲି ବୋଝେଇ ଟ୍ରକ ଛାଡିବାକୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁକରିଥିଲା | ଏହାପରେ ଏହି ଘଟଣାର ତଦନ୍ତ ଜାରି ରହିଛି।

Breaking News