ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଦାଲତରେ ନିୟମିତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟାଟା ମୋଟର୍ସ ଠକେଇ ମାମଲାରେ ସମସ୍ତ ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି କୋର୍ଟ। ଏବେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଦାଲତରେ ନିୟମିତ ହାଜର ହେବାକୁ ପଡିବ। ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରି କୋର୍ଟରେ ହାଜର ହେଉନଥିଲେ ପ୍ରଦୀପ ପାଣିଗ୍ରାହୀ। ଏହାର ବିଚାର କରି ସ୍ଥଗିତାଦେଶକୁ ହଠାଇଛନ୍ତି କୋର୍ଟ। ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଅନ୍ୟ ଅଭିଯୁକ୍ତ ମଧ୍ୟ ହାଜର ହେବେ। ପ୍ରଦୀପ ଏବଂ ତାଙ୍କ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ନେଇ ଅଭିଯୋଗ ହୋଇଥିଲା।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..