ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଶିଖ୍ ସମ୍ପ୍ରଦାୟର ଜଣେ ଆଇପିଏସ୍ ଅଧିକାରୀଙ୍କୁ ‘ଖଲିସ୍ତାନୀ’ ବୋଲି କହିବାକୁ ନେଇ ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଇପିଏସ୍ ଅଧିକାରୀ ଜଶପ୍ରୀତ ସିଂହ ଅଭିଯୋଗ କରିଛନ୍ତି ଯେ ସନ୍ଦେଶଖାଲିର ଜଣେ ବିଜେପି ନେତା ତାଙ୍କୁ ‘ଖଲିସ୍ତାନୀ’ ବୋଲି କହିଥିଲେ, କିନ୍ତୁ ବିଜେପି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।






More Stories
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..