ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। କୋର୍ଟ ତାଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ନିକଟରେ ଅବକାରୀ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ସିବିଆଇ ଗିରଫ କରିଥିଲା।
More Stories
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..
ଇରାନର ୩ ସର୍ତ୍ତ ମାନିଲେ ବଞ୍ଚିବ…..