ରିପୋର୍ଟ କାର୍ଡ / ଭୁବନେଶ୍ବର
କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଓଡ଼ିଶାର ୩ ଲୋକସଭା ଓ ୧୬ ବିଧାନସଭା ଆସନ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି। ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି |ସମ୍ବଲପୁର ଲୋକସଭା ଆସନରୁ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ବିନୋଦ ନାୟକ ଓ ଆସିକାରେ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।
ଝାରସୁଗୁଡ଼ା- ଅମିତା ବିଶ୍ବାଳ
ବଡ଼ସାହି- ବିଭୂ ଭୂଷଣ ରାଉତ
କଣ୍ଟାମାଳ- ଶରତ କୁମାର ପ୍ରଧାନ
କେନ୍ଦ୍ରାପଡ଼ା- ସିପ୍ରା ମଲ୍ଲିକ
ରାଜନଗର-ଅଶୋକ ପ୍ରତିହାରୀ
ମହାକାଳପଡ଼ା- ଲୋକନାଥ ମହାରଥୀ
ନିମାପଡ଼ା- ସିଦ୍ଧାର୍ଥ ରାଉତରାୟ
ପିପିଲି- ଜ୍ଞାନରଂଜନ ପଟ୍ଟନାୟକ
ଜୟଦେବ- କୃଷ୍ଣ ସଗରିଆ
ଖୋର୍ଦ୍ଧା-ସୋନାଲି ସାହୁ
ଚିଲିକା-ପ୍ରଦୀପ କୁମାର ସ୍ବାଇଁ
ଖଣ୍ଡପଡ଼ା- ମନୋଜ କୁମାର ପ୍ରଧାନ
ଦଶପଲ୍ଲା- ନକୁଳ ନାୟକଙ୍କୁ






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..