Report Card Odisha

| Daily Odia News

ସ୍କୁଲରେ ବଜ୍ରପାତ, ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର…..

ରିପୋର୍ଟ କାର୍ଡ / ଦେବଗଡ଼

ସ୍କୁଲରେ ପାଠପଢୁଥିବା ପିଲାଙ୍କ ଉପରେ ବଜ୍ରପାତ ପଡି ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ତିଲେଇବଣି ବ୍ଲକ ପୁଟୁରାପଣି ୟୁପି ସ୍କୁଲରେ । ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ଘର ଛାତ କଣାହୋଇ ବଜ୍ରପାତ ହୋଇଛି |

 

Breaking News