ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗ୍ୟାସ ଲୋଡ ଶେଡିଂ ଓ ଲିକେଜ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ଜଣାପଡିଛି | ସୂଚନା ମୁତାବକ, ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ପ୍ରାନ୍ତର କ୍ୱେଟା ସହରରେ ଗୋଟିଏ ସପ୍ତାହ ମଧ୍ୟରେ ଗ୍ୟାସ ଲିକେଜ ଘଟଣରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି । କ୍ୱେଟାର କିଲ୍ଲୀ ବଡେଜାଈ ଅଞ୍ଚଳରେ ଗ୍ୟାସ୍ ବିସ୍ଫୋରଣ ପରେ ଘରର ମାଟି କାନ୍ଥ ଭିତରେ ଏକ ପରିବାରର ୪ ଜଣ ସଦସ୍ୟ ଫଶି ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ଦୁଇ ଜଣ ମହିଳା ମଧ୍ୟ ଆହତ ହୋଇଥିଲେ ।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..