ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦ ଘଣ୍ଟାର ଅପରେସନ ପରେ ବୋରୱେଲରେ ପଡ଼ି ଯାଇଥିବା ୨ ବର୍ଷର ଶିଶୁକୁ ଉଦ୍ଧାର କରିଛି ଉଦ୍ଧାରକାରୀ ଟିମ୍ | ଗତକାଲି କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଶିଶୁଟି ଖେଳୁଥିବା ସମୟରେ ବୋରୱେଲରେ ପଡ଼ି ଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି, ଜଣାପଡିନାହିଁ। ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅକ୍ସିଜେନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଜରୁରୀ ଚିକିତ୍ସା ପଇଁ ନିକଟରେ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି। ଶିଶୁଟି ଉଦ୍ଧାର ହେବା ପରେ ଡାକ୍ତରମାନେ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି। ଆବଶ୍ୟକତା ଅନୁସାରେ ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣେ ଅଧିକାରୀ କହିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..