Report Card Odisha

| Daily Odia News

ମୁତୟନ ହେବେ ୨୪୦ କମ୍ପାନୀ ସିଏପିଏଫ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାର ପ୍ରସ୍ତୁତି କ୍ରମରେ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ୨୪୦ କମ୍ପାନୀ କେନ୍ଦ୍ର ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌) ମୁତୟନ କରାଯିବ। ଏହି କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି। ମାର୍ଚ୍ଚ ୧୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୪୦ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ। ୨୪ ନର୍ଥ ପ୍ରଗଣା ଜିଲାରେ ସର୍ବାଧିକ ୩୦ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯିବ।

Breaking News