ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପୁଣି ଗଡ଼ିବ ନୂଆ ୨୫୦ଟି ୧୦୮ ଆମ୍ବୁଲାନ୍ସ। ଖରାପ ୧୦୮ ଆମ୍ବୁଲାନ୍ସ ବଦଳରେ ଏହି ନୂଆ ଗାଡ଼ି ଗଡ଼ିବ। ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସ ଗୁଡ଼ିକର ଶୁଭାରମ୍ଭ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିଲା। ଆଜି ଆଉ ୨୫୦ଟି ଚାଲିବ। ଏହାଦ୍ବାରା ମୋଟ ଆମ୍ବୁଲାନ୍ସ ସଂଖ୍ୟା ୮୬୦ ହେବ। ପୂର୍ବରୁ ମୋଟ ୮୬୦ ଆମ୍ବୁଲାନ୍ସ ମଧ୍ୟରୁ ୪୨୦ଟି ଆମ୍ବୁଲାନ୍ସ ଭାଙ୍ଗିରୁଜି ଯିବା ସହିତ ଅବଧି ଶେଷ ହୋଇଥିଲା। ଯାହାକୁ ପରିବର୍ତ୍ତନ କରିବା ପାଇଁ ଦିଆଯାଇଥିଲା। ଏହି ସବୁ ଆମ୍ବୁଲାନ୍ସ ବଦଳରେ ନୂଆ ଆମ୍ବୁଲାନ୍ସ ଆସିଥିଲା






More Stories
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..