ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି । ତେବେ ଗୁଜରାଟର ମେହସନା ଜିଲ୍ଲାର ୪ଟି ଗ୍ରାମ ଭୋଟ୍ ବର୍ଜନ କରିଥିଲେ। ଗାଁରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉନଥିବାରୁ ଭୋଟରମାନେ ଭୋଟ୍ ବର୍ଜନ କରିଛନ୍ତି। ବେଚାରାଜି ତାଲୁକାର ବରିୟାଫ ଗ୍ରାମ ଏବଂ ଖେରାଲୁ ତାଲୁକାର ୩ଟି ଗ୍ରାମ ବାସିନ୍ଦା ଦାବି କରିଛନ୍ତି ଯେ ଦୀର୍ଘ ଦଶନ୍ଧି ଧରି ସେମାନଙ୍କ ସମସ୍ୟାର କୌଣସି ସମାଧାନ ହୋଇପାରୁନି। ସେଥିପାଇଁ ପାଇଁ ଭୋଟ୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିନଥିବା କହିଛନ୍ତି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..