ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ୩ଜଣ ବରିଷ୍ଠ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯିବେ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ଯୋଗଦେବେ ୨ଜଣ ଅଧିକାରୀ ଯୋଗଦେବାକୁ ଯାଇଥିବାବେଳେ କ୍ୟାବିନେଟ ସେକ୍ରେଟାରିଏଟ୍ରେ ଯୋଗଦେବେ ବୋଲି ସୂଚନା ମିଳିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ଯୁଗ୍ମ ଉପନିର୍ଦେଶକ ଭାବେ ୨୦୧୩ ବ୍ୟାଚର ଆଇପିଏସ ରାହୁଲ ପି.ଆର୍ ଏବଂ ଦିବ୍ୟା ଭି. ଯୋଗଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ଉଭୟ ଭିଜିଲାନ୍ସ ଏସପି ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ୨୦୧୨ ବ୍ୟାଚର ସୁଧାଂଶୁ ମିଶ୍ର କ୍ୟାବିନେଟ ସେକ୍ରେଟାରିଏଟ୍ରେ ଉପସଚିବ ଭାବେ ଯୋଗଦେବେ ବୋଲି ଜଣାପଡ଼ିଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..