ରିପୋର୍ଟ କାର୍ଡ / ରାୟପୁର
ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି |ସୁକୁମା- ବିଜାପୁର ସୀମାରେ ଥିବା ଯବାନ କ୍ୟାମ୍ପ ଉପରେ ମାଓବାଦୀ ମାନେ ଅତର୍କିତ ଭାବେ ଆକ୍ରମଣ କରିଥିବା କୁହାଯାଇଛି।
More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..