ରିପୋର୍ଟ କାର୍ଡ / ଯାଜପୁର
ଆଜି ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ | ବିଞ୍ଝାରପୁର ବ୍ଲକ ବାଛୋଳରେ ମତଦାନ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଉତ୍ତେଜନା । ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କାରିଛନ୍ତି ଦୁର୍ବୃତ୍ତ । ଖବର ସଂଗ୍ରହ ବେଳେ ଦୁର୍ବୃତ୍ତମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି । ସାମ୍ବାଦିକ ମାନଙ୍କୁ ଗୋଡାଇ ଗୋଡାଇ ଦୁର୍ବୃତ୍ତ ମାନେ ପିଟିଥିବା ଦେଖିବାକୁ ମିଳିଛି । ସମସ୍ତ ତିନିଜଣ ସମ୍ବାଦିକ ଆହତ ହୋଇ ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଏନେଇ ଯାଜପୁର ଏସପି ପ୍ରତିକ୍ରିୟା ରଖିଛନ୍ତି । ଏସପି କହିଛନ୍ତି ଏହି ଘଟଣାରେ ସମ୍ପୃତ୍ତ ଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୋଲିସ ତଦନ୍ତ କରୁୁଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..