ରିପୋର୍ଟ କାର୍ଡ / କେନ୍ଦ୍ରପଡା
ଜାଲ୍ ସାର୍ଟିଫିକେଟ୍ କୁ ନେଇ ଏବେ ରାଜ୍ୟରେ ତନଘନା ଜାରି ରହିଛି । ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଥିବା ବେଳେ ଏବେ କେନ୍ଦ୍ରପଡା ଲିଙ୍କ ଥିବା ଜଣାପଡିଛି । କେନ୍ଦ୍ରାପଡାର ଡାକ ବିଭାଗରେ କାର୍ଯ୍ୟରତ ଜିନି ଜଣ କର୍ମଚାରୀଙ୍କୁ ଆଜି ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ୨ ବର୍ଷ ହେଲା ଏବଂ ଅନ୍ୟ ଦୁଇ ଜଣେ ୬ ମାସ ହେବ ଚାକିରି କରୁଥିଲେ । ତିନି ହେଁ ଭଦ୍ରକର ଓ ବାହାର ରାଜ୍ୟର ଜାଲ ସାର୍ଟିଫିକେଟ୍ ଦେଇଥିଲେ । ମାମଲା ପର ଠାରୁ ଏମାନେ ଫେରାର ଅଛନ୍ତି । ଏନେଇ କେନ୍ଦ୍ରପଡା ଜିଲ୍ଲା ଡାକ ଅଧ୍ୟକ୍ଷକ ସୂଚନା ଦେଇଛନ୍ତି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..